୩୧ ଡିସେମ୍ବର ୨୦୨୪ ସୁଦ୍ଧା ୧୩୦୬ ଟି ରକ୍ତଦାନ ଶିବିରରୁ ୬୨୪୫୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।
ସର୍ତ୍ତାବଳୀ

Effective Date: 02.02.2025

ଆସନ୍ତା ୨ ଫେବୁଆରି ୨୦୨୫, ରବିବାର, ପବିତ୍ର ଶ୍ରୀପଞ୍ଚମୀ ଦିନ ରାଜ୍ୟର ସବବବୃହତ ଓଡ଼ିଆ ପରିବାର ‘ଆମ ଓଡ଼ିଶା’ର ସଦସୟତା ଅଭିଯାନର ଶୁଭାରମ୍ଭ ଏହାର ଅଧ୍ୟକ୍ଷ ଶ୍ରୀ ସୌମୟରଂଜନ ପଟ୍ଟନାୟକ କରିବେ।

ଓଡ଼ିଶାର ସେବେୃହତ ଓଡ଼ିଆ ପରିବାର ଭାବେ ଗଢ଼ି ଉଠିଥିବା ଏହି ଅନୁଷ୍ଠାନର ଶାଖା ଓଡ଼ିଶାର ପ୍ରତ୍ୟେକ ବ୍ଲକ ଓ ପୌରାଞ୍ଚଳରେ ରହିବ। ୫ ସୂତ୍ରୀ କାର୍ଯ୍ୟକ୍ରମ ଅନୁଯାଇ ଏହାର ପ୍ରତ୍ୟେକ ଶାଖାରେ ୫ଟି ବର୍ଗ ରହିବ। ପ୍ରତ୍ୟେକ ବର୍ଗରେ ସେର୍ବନିମ୍ନ ୨୫ ଜଣ ସଦସୟ ରହିବେ ଅର୍ଥାତ ସବୁ ଶାଖାରେ ସେର୍ବନିମ୍ନ ୧୨୫ ଲେଖାଏଁ ସଦସ୍ୟ ରହିବେ।

‘ଆମ ଓଡ଼ିଶା’ର ବିବିଧ ବର୍ଗ:-

  • ଭାଷାଜ୍ଞାନ(ସାହିତ୍ୟ ଘର)
  • ରକ୍ତଦାନ, ମତଦାନ (ଯୁବବର୍ଗ)
  • ନିଶାନିବାରଣ(ମହିଳା ବର୍ଗ)
  • ନୂଆଜୀବନ(ବରିଷ୍ଠ ନାଗରିକ ବର୍ଗ)
  • ପରିବାର ଓ ପରିବେଶ ସଂରକ୍ଷଣ (ସମସ୍ତଙ୍କ ପାଇଁ)

ନିୟମାବଳୀ

୧. କିଏ ସଦସ୍ୟ ହୋଇପାରିବେ?

ଓଡ଼ିଶାକୁ ଚିହ୍ନି ତାକୁ ଭଲ ପାଇବାକୁ ସଂକଳ୍ପ ବନଇ ଆମର ବିବିଧ କାର୍ଯ୍ୟକ୍ରମରେ ତନ, ମନ, ଧନ ଓ ସମୟ ଦେବା ପାଇଁ ପ୍ରସ୍ତୁତ ଥିବା ୧୮ ବର୍ଷରୁ ଉର୍ଦ୍ଧ୍ବ ଯ‌େ କେହି ଓଡ଼ିଆ ‘ଆମ ଓଡ଼ିଶାର’ ସଦସ୍ୟ ହୋଇପାରିବେ।

୨. କେମିତି ସଦସ୍ୟ ହୋଇପାରିବେ?

  • ପ୍ରଦତ୍ତ ଲିଙ୍କ ୨ ଫେବ୍ରୁଆରି, ରବିବାର ପୂର୍ବହ୍ନ ୯ଟା ୩୦ରୁ ଖୋଲିବ।
  • ସିଧା ଉକ୍ତ ଲିଙ୍କ୍‌କୁ ଯାଇ କିମ୍ବା ‘ଆମ ଓଡ଼ିଶା’ ‌ୱେବ୍‌ସାଇଟ୍‌ ଜରିଆରେ ଉକ୍ତ ଲିଙ୍କ୍‌କୁ ଯାଇ ଆବେଦନ ପତ୍ର ପୂରଣ କରିବେ।
  • ସଦସ୍ୟତା ଦେୟ ଅନ ଲାଇନର‌େ ପଇଠ କରିବା ପର‌େ ନିଜ ରସିଦକୁ ଉକ୍ତ ଫର୍ମରେ ଅପଲୋଡ଼ କରିବ‌େ।

୩. ସଦସ୍ୟତା ଦ‌େୟ :-

  • ବର୍ଷକୁ ୫୦୦ ଟଙ୍କା କିମ୍ବା ନିଜ ବାର୍ଷିକ ଆୟର ୧ ପ୍ରତିଶତ (ଯାହା ଅଧିକ ହ‌ୋଇଥିବ)।
  • ଯୁବବର୍ଗ ଯେଉଁ ବନ୍ଧୁମାନ‌େ ଉପାର୍ଜନକ୍ଷମ ହୋଇନଥିବ‌େ, ସ‌େମାନ‌େ ବିନା ଶୁଳ୍କର‌େ ତରୁଣ ସଦସୟଭୁକ୍ତ ହୋଇପାରିବେ (ଉପାର୍ଜନକ୍ଷମ ହୋବାପ‌ର‌େ ପୂର୍ଣ୍ଣ ସଦସ୍ୟତା ଲାଭ କରିବେ)। [ଫର୍ମରେ ଯେଉଁ ସ୍ଥାନର‌େ ସଦସ୍ୟତା ଦ‌େୟର ରସିଦ୍ ଅପଲ‌ୋଡ ହୁଏ ସ‌େହି ସ୍ଥାନର‌େ ଏହି ବର୍ଗର ବନ୍ଧୁମାନଙ୍କୁ ନିଜ ପରିଚୟପତ୍ର (ଯଥା ଆଧାର/ଛାତ୍ର ପରିଚୟପତ୍ର) ଅପଲ‌ୋଡ କରିବାକୁ ଅନୁର‌ୋଧ।]

୪. ସଭ୍ୟସଭ୍ୟାଙ୍କ ପାଇଁ ‘ଆମ ଓଡ଼ିଶା’ର ପ୍ରୀତି ଉପହାର

  • ‘ଆମ ଓଡ଼ିଶା’ର ସାପ୍ତାହିକ ପତ୍ରିକା ବିନା ମୂଲ୍ୟରେ ପାଇପାରିବେ।
  • ‘ଆମ ଓଡ଼ିଶା’ ଦ୍ବାରା ପ୍ରକାଶିତ ପୁସ୍ତକ କିଣିଲେ ବିଶଷେ ରିହାତି ପାଇପାରିବେ।

ଆପଣ ‘ଆମ ଓଡ଼ିଶା’ର ୱେବ୍‌ସାଇଟ୍‌ରୁ କିମ୍ବା ଏହି ‘‘https://aamaodisha.org.in/membership_trial.php’’ ଲିଙ୍କ ମାଧ୍ୟ୍ୟମରେ ସଦସ୍ୟତା ଗ୍ରହଣ କରିପାରିବେ।

୫.ଯୋଗାଯୋଗ

ଉପ‌ରୋକ୍ତ ସର୍ତ୍ତାବଳୀ/ନିୟମାବଳୀ ନିମନ୍ତ‌େ କୌଣସି ପ୍ରଶ୍ନ ଥିଲେ ନିମ୍ନ ମାଧ୍ୟମରେ ଯୋଗାଯୋଗ କରନ୍ତୁ

ଆମ ଓଡ଼ିଶା
ୱେବ୍‌ସାଇଟ୍‌: https://aamaodisha.org.in/
ଇମେଲ: aamaodisha@gmail.com
ଦୂରଭାଷ: 0674-2536717/18/19

ଆମର ୱେବସାଇଟ୍ ବ୍ୟବହାର କରି, ଆପଣ ସ୍ୱୀକାର କରୁଛନ୍ତି ଯେ ଆପଣ ଏହି ସର୍ତ୍ତାବଳୀ/ନିୟମାବଳୀ ପଢ଼ିଛନ୍ତି ଏବଂ ବୁଝିଛନ୍ତି।

ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଘୋଷଣାନାମା   |   ସର୍ତ୍ତାବଳୀ  |   ଗୋପନୀୟତା ନୀତି  |   ଫେରସ୍ତ ନୀତି  |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |