୨୮ ଅକ୍ଟୋବର ୨୦୧୭ ସୁଦ୍ଧା ମୋଟ ୧୦୫୨ ରକ୍ତଦାନ ଶିବିରରୁ ୫୦୮୭୮ ୟୁନିଟ୍ ରକ୍ତ ସଂଗୃହୀତ। ରକ୍ତଦାନ କ୍ଷେତ୍ରରେ ଆମ ଓଡ଼ିଶା ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବେ ରାଜ୍ୟ ସରକାରଙ୍କ ଠାରୁ ଲଗାତାର ୧୧ ଥର ପୁରସ୍କୃତ। ସମସ୍ତ ରକ୍ତଦାତାଙ୍କୁ ଅଭିନନ୍ଦନ।
ଆମ ଲକ୍ଷ୍ୟ
  • ଓଡ଼ିଆ ଭାଷାର ସୁରକ୍ଷା ଓ ବୃଦ୍ଧି ୤
  • ଓଡ଼ିଆ ଜୀବନର ସର୍ବାଙ୍ଗୀନ ବିକାଶ ୤
ଗତବର୍ଷ ଆମେ ହାସଲ କରିଛୁ :
  • ସ୍ବେଚ୍ଛା ରକ୍ତଦାନ – ୪୫,୦୨୬ ୟୁନିଟ୍/ ୮୨୮ ଶିବିର
  • ଭାଷାଜ୍ଞାନ ଓ ହସ୍ତାକ୍ଷର ପରୀକ୍ଷା ଯୋଗଦେଇଥିବା ଛାତ୍ରଛାତ୍ରୀ – ୭୫,୧୫୭ (୩୪୨ଟି ପରୀକ୍ଷା କେନ୍ଦ୍ରରେ)
  • ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀ – ୩,୦୭୮
  • ପରୀକ୍ଷାପତ୍ର ମୂଲ୍ୟାୟନ କାର୍ଯ୍ୟକ୍ରମରେ ଭାଗନେଇଥିବା ଶିକ୍ଷକ/ଶିକ୍ଷୟତ୍ରୀ – ୧,୦୨୬
  • ‘ଆମ ବହି’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରକାଶିତ ନୂତନ ପୁସ୍ତକ - ୫୫
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |