୨୧ ଏପ୍ରିଲ ୨୦୧୮ ତାରିଖ ସୁଦ୍ଧା ମୋଟ ଶିବିର ସଂଖ୍ୟା ୪୧୦, ମୋଟ ରକ୍ତ ସଂଗ୍ରହ ୧୮୬୭୯ ୟୁନିଟ୍। ସମସ୍ତ ରକ୍ତଦାତାଙ୍କୁ ଅଭିନନ୍ଦନ। ଏପ୍ରିଲ୍ ୨୮ ମଧୁ ଜୟନ୍ତୀ ଅବସରରେ ପାଳନ କରାଯାଉଛି ସ୍ବାଭିମାନ ଦିବସ ଓ ଆମ ଓଡ଼ିଶା ବକ୍ତୃତାମାଳା। ମୁଖ୍ୟ ଅତିଥି- ବରିଷ୍ଠ ପ୍ରଶାସକ ଓ ସଂସ୍କୃତି ଗବେଷକ ଶ୍ରୀ ଆର୍. ବାଲକ୍ରିଷ୍ଣନ୍। ବିଷୟ- ‘ଶ୍ରୀ ଜଗନ୍ନାଥ–ବହୁତାର ଦିବ୍ୟସ୍ବରୂପ’। ସଭାସ୍ଥାନ- ‘ଆମ ଓଡ଼ିଶା’ ଅଫିସ୍, ୪ ଆର୍, ୧/୨, ୟୁନିଟ୍-୩, ଖାରବେଳ ନଗର, ଭୁବନେଶ୍ବର, ସମୟ- ସଂଧ୍ୟା ୬.୩୦। ବହୁ ସଂଖ୍ୟାରେ ଯୋଗଦେବାକୁ ଅନୁରୋଧ।
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |