୧୬ ଜୁନ୍ ୨୦୧୮ ତାରିଖ ସୁଦ୍ଧା ମୋଟ ଶିବିର ସଂଖ୍ୟା ୫୩୬, ମୋଟ ରକ୍ତ ସଂଗ୍ରହ ୨୫୫୫୪ ୟୁନିଟ୍। ସମସ୍ତ ରକ୍ତଦାତାଙ୍କୁ ଅଭିନନ୍ଦନ।

Back

   
‘ଆମ ଓଡ଼ିଶା’ର ଭ୍ରାମ୍ୟମାଣ ବହି ଗାଡ଼ି Download  
‘ଆମ ଓଡ଼ିଶା’ ପକ୍ଷରୁ ଏକ ଭ୍ରାମ୍ୟମାଣ ବହି ଗାଡ଼ି ଉଦଘାଟିତ ହୋଇଛି୤ ସହିଦନଗରରେ ଇଷ୍ଟର୍ଣ୍ଣ ଯାତ୍ରା ଫେଷ୍ଟିଭାଲ ପରିସରରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ୤ଏହି ଗାଡ଼ିର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକଙ୍କ ପାଖରେ ବହି ପହଞ୍ଚାଇବା୤ ଗାଡ଼ି ସହରର ବିଭିନ୍ନ ସ୍ଥାନ ବୁଲିବ୤ ଏଥିରେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ସମସ୍ତ ପୁସ୍ତକ ଉପଲବ୍ଧ ହେବ୤ ପୁସ୍ତକପ୍ରେମୀମାନେ ଏଥିରୁ ସେମାନଙ୍କ ପସନ୍ଦର ବହି ସୁଲଭ ମୂଲ୍ୟରେ କିଣିପାରିବେ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |