୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
‘ଆମ ଓଡ଼ିଶା’ର ଭ୍ରାମ୍ୟମାଣ ବହି ଗାଡ଼ି Download  
‘ଆମ ଓଡ଼ିଶା’ ପକ୍ଷରୁ ଏକ ଭ୍ରାମ୍ୟମାଣ ବହି ଗାଡ଼ି ଉଦଘାଟିତ ହୋଇଛି୤ ସହିଦନଗରରେ ଇଷ୍ଟର୍ଣ୍ଣ ଯାତ୍ରା ଫେଷ୍ଟିଭାଲ ପରିସରରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ୤ଏହି ଗାଡ଼ିର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକଙ୍କ ପାଖରେ ବହି ପହଞ୍ଚାଇବା୤ ଗାଡ଼ି ସହରର ବିଭିନ୍ନ ସ୍ଥାନ ବୁଲିବ୤ ଏଥିରେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ସମସ୍ତ ପୁସ୍ତକ ଉପଲବ୍ଧ ହେବ୤ ପୁସ୍ତକପ୍ରେମୀମାନେ ଏଥିରୁ ସେମାନଙ୍କ ପସନ୍ଦର ବହି ସୁଲଭ ମୂଲ୍ୟରେ କିଣିପାରିବେ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |