ଆମ ଓଡ଼ିଶାର ସଦସ୍ୟ ହେବା ପାଇଁ ନିମ୍ନରେ ଥିବା ‘‘ଆମ ଓଡ଼ିଶା ସଦସ୍ୟତା ଅଭିଯାନ’’ରେ କ୍ଲିକ୍ କରନ୍ତୁ।
ଆମ ବହି
ପୂର୍ବ ପୃଷ୍ଠା ୤ ୪ ୤ ପର ପୃଷ୍ଠା
କୃଷ୍ଣାବତାର
ମୂଳ ଇଂରାଜୀ: କେ.ଏମ୍.ମୁନ୍ସୀ, ଅନୁବାଦ: ଜୟନ୍ତୀ ପଟ୍ଟନାୟକ
ମୂଲ୍ୟ: ଟ. ୮୦୦/-
ମହାଭାରତ କେବଳ ଏକ ମହାକାବ୍ୟ ନୁହେଁ, ପ୍ରେମ ଓ ବୀରତ୍ବର ଏକ ରୋମାଞ୍ଚଭରା କାହାଣୀ୤ ଅଲୌକିକତାର ଆଲୋକରେ ଏହା ଆଲୋକିତ ଏବଂ ଜୀବନ-ଧର୍ମର ପବିତ୍ର ମନ୍ତ୍ରରେ ଗୁଞ୍ଜରିତ୤ ସର୍ବୋପରି ବିଶ୍ବର ସର୍ବଶ୍ରେଷ୍ଠ ବୌଦ୍ଧିକ ଓ ତାତ୍ତ୍ବିକ ଐଶ୍ବର୍ଯ୍ୟ ଭଗବତ୍ଗୀତା ଏହାର ଅନୁପମ ଅବଦାନ ଏବଂ ଭଗବାନ୍ ଶ୍ରୀକୃଷ୍ଣ ଏହାର ପରମ ନାୟକ୤

ମହାଭାରତ ବର୍ଣ୍ଣିତ ଭଗବାନ୍ ଶ୍ରୀକୃଷ୍ଣଙ୍କର କାହାଣୀମାଳାକୁ ନେଇ କେ.ଏମ.ମୁନସୀଙ୍କ ‘କୃଷ୍ଣାବତାର’ ଏକ ଅଭିନବ ପରିକଳ୍ପନା୤ ଇଂରାଜୀ ଭାଷାରେ ସାତଖଣ୍ଡରେ ଏହା ପ୍ରକାଶିତ୤ ମୋହନବଂଶୀ, ସମ୍ରାଟଙ୍କ କ୍ରୋଧ, ପଞ୍ଚଭ୍ରାତ, ଭୀମଗାଥା, ସତ୍ୟଭାମାଙ୍କ କାହାଣୀ, ବ୍ୟାସଦେବଙ୍କ କାହାଣୀ ଓ ଯୁଧିଷ୍ଠିରଙ୍କ କାହାଣୀ ଶୀର୍ଷକରେ ତାହାର ସରଳ ଓଡ଼ିଆ ଅନୁବାଦ ଓଡ଼ିଆ ସାହିତ୍ୟକୁ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କର ଏକ ଅମୂଲ୍ୟ ଅବଦାନ୤

Mohana Banshi Samratnka Krodha Pancha Bhrata Pancha Bhrata
Bhima Gatha Satyabhamanka Kahani Satyabhamanka Kahani
(୭ଖଣ୍ଡର ସଂପୂର୍ଣ୍ଣ ସେଟ୍)
ପୂର୍ବ ପୃଷ୍ଠା ୤ ୪ ୤ ପର ପୃଷ୍ଠା
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଘୋଷଣାନାମା   |   ସର୍ତ୍ତାବଳୀ  |   ଗୋପନୀୟତା ନୀତି  |   ଫେରସ୍ତ ନୀତି  |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |