୦୨ ନଭେମ୍ବର ୨୦୨୪ ସୁଦ୍ଧା ୯୭୨ ଟି ରକ୍ତଦାନ ଶିବିରରୁ ୪୪୯୧୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା। **ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ନଭେମ୍ବର ୮ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ କଳିଙ୍ଗ ପୁସ୍ତକ ମେଳାରେ ‘ଆମ ଓଡ଼ିଶା’ ର ୪୬ ଏବଂ ୪୭ ନଂ ଷ୍ଟଲରୁ ରିହାତି ମୂଲ୍ୟ‌ରେ ବହି ସଂଗ୍ରହ କରନ୍ତୁ।
ଆମ ଓଡ଼ିଶା ବକ୍ତୃତାମାଳା
୨୦୦୩ ରୁ ବିଭିନ୍ନ ବର୍ଷରେ ‘ଆମ ଓଡ଼ିଶାକୁ ବକ୍ତୃତାମାଳାରେ ଭାଗ ନେଇଥିବା ଅତିଥି-ବକ୍ତା ଓ ସେମାନଙ୍କ ବକ୍ତୃତାର ବିଷୟ
୨୦୦୩: ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ
ପ୍ରସଙ୍ଗ: ଜାତୀୟ କବି ଜୟଦେବ ଓ ଓଡ଼ିଶା
୨୦୦୪: ଶ୍ରୀ ପ୍ରଫେସର ମନୋରଂଜନ ମହାନ୍ତି
ପ୍ରସଙ୍ଗ: ଉଦ୍ଦୀପ୍ତ ଓଡ଼ିଶା: ସଙ୍କଟ ଓ ସମ୍ଭାବନା
୨୦୦୫: ଶ୍ରୀ ଜଗଦାନନ୍ଦ
ପ୍ରସଙ୍ଗ: ନୂଆଓଡ଼ିଶା ଗଠନରେ ନାଗରିକ ସମାଜର ଭୂମିକା
୨୦୦୬: ଶ୍ରୀ ହରପ୍ରସାଦ ଦାସ
ପ୍ରସଙ୍ଗ: ସଭ୍ୟତାର ସଂକ୍ରମଣ: ଜ୍ଞାନଯୁଗରେ ଜାତି ଓ ଦେଶ
୨୦୦୭: ଡାକ୍ତର କବି ପ୍ରସାଦ ମିଶ୍ର
ପ୍ରସଙ୍ଗ: ଓଡ଼ିଶାର ସଂସ୍କୃତି, ପ୍ରଗତି ଓ ନିଷ୍କ୍ରିୟତା
୨୦୦୮: ଶ୍ରୀ ଲଳିତ ମାନସିଂହ
ପ୍ରସଙ୍ଗ: ଓଡ଼ିଶା, ଭାରତ ଏବଂ ବିଶ୍ବ
୨୦୦୯:

ପ୍ରଫେସର ପ୍ରଭାତ ପଟ୍ଟନାୟକ

ପ୍ରସଙ୍ଗ: ଖାଦ୍ୟ ଓ ଅର୍ଥନୀତି
୨୦୧୦: ଶ୍ରୀ ଯତୀନ୍ ଦାସ
ପ୍ରସଙ୍ଗ: ଆମ ଓଡ଼ିଶା, ଆମେ ଓଡ଼ିଆ
୨୦୧୧: ଡକ୍ଟର କୈଳାସ ଚନ୍ଦ୍ର ମିଶ୍ର
ପ୍ରସଙ୍ଗ: ଓଡ଼ିଶାର ନାଗରିକ ସମାଜକୁ ଏକ ଶକ୍ତ ଧକ୍କା ଦରକାର
୨୦୧୨: ଡକ୍ଟର ରମାକାନ୍ତ ପଣ୍ଡା
ପ୍ରସଙ୍ଗ: ଓଡ଼ିଶା ଓ ଓଡ଼ିଆ: ସ‌େଇ ଜାତି ଅଛି, ସ୍ବପ୍ନ କାହିଁ?
୨୦୧୩: ପ୍ରଫେସର ମନୋଜ ଦାସ
ପ୍ରସଙ୍ଗ : ‘ଶ୍ରୀଜଗନ୍ନାଥ କିମ୍ବଦନ୍ତୀ: ଏକ ଭବିଷ୍ୟତଧର୍ମୀ ପରମ୍ପରା’
୨୦୧୪: ଶ୍ରୀଜୁକ୍ତ ଚନ୍ଦ୍ର‌ଶ‌େଖର ରଥ
ପ୍ରସଙ୍ଗ : ଏକ ମୁକ୍ତ ଚିନ୍ତନ : ଆମ ପରିଚୟର ଭିତ୍ତିଭୂମି
୨୦୧୫: ଡକ୍ଟର ବିବୁଧ‌େନ୍ଦ୍ର‌ ନାର‌ାୟଣ ପଟ୍ଟନାୟକ
ପ୍ରସଙ୍ଗ : ଓଡ଼ିଆ ଭାଷା: ଆଜି ଓ ଆସନ୍ତାକାଲି
୨୦୧୬: ପ୍ରଫେସର ଶ‌ାନ୍ତନୁ କୁମାର ଆଚାର୍ଯ୍ୟ
ପ୍ରସଙ୍ଗ : ମୁଁ ପ୍ରଥମ‌େ ଓଡ଼ିଆ
୨୦୧୭: ଗଜପତି ମହାରାଜ ଦିବ୍ୟସିଂହ ଦ‌େବ
ପ୍ରସଙ୍ଗ : ଓଡ଼ିଶାର ଗ‌ୌରବମୟ ଐତିହ୍ୟ
୨୦୧୮: ଶ୍ରୀଜୁକ୍ତ ଆର. ବାଲାକ୍ରିଷ୍ଣନ
ପ୍ରସଙ୍ଗ : ଶ୍ରୀଜଗନ୍ନାଥ: ବହୁତାର ଦିବ୍ୟସ୍ବରୂପ
୨୦୧୯: ପ୍ରସନ୍ନ କୁମାର ଦାଶ
ପ୍ରସଙ୍ଗ : ଓଡ଼ିଆ ସଂସ୍କୃତି ଓ ସ୍ବାଭିମାନ
୨୦୨୨: ପ୍ରଫସର କିଶ‌ୋର କୁମାର ବଶା
ପ୍ରସଙ୍ଗ : ଓଡ଼ିଆର ଐତିହ୍ୟ: ଅତୀତ, ବର୍ତ୍ତିମାନ ଓ ସମ୍ଭାବନା
୨୦୨୩: ଦ‌େବଦାସ ଛ‌ୋଟରାୟ
ପ୍ରସଙ୍ଗ : ମଧୁବାବୁ: ସମୟ ପ୍ରବାହ
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |