୧୬ ଜୁନ୍ ୨୦୧୮ ତାରିଖ ସୁଦ୍ଧା ମୋଟ ଶିବିର ସଂଖ୍ୟା ୫୩୬, ମୋଟ ରକ୍ତ ସଂଗ୍ରହ ୨୫୫୫୪ ୟୁନିଟ୍। ସମସ୍ତ ରକ୍ତଦାତାଙ୍କୁ ଅଭିନନ୍ଦନ।

Back

   
ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ‘ସମ୍ବାଦ-ଆମ ଓଡ଼ିଶା’ର ରାଜ୍ୟବ୍ୟାପୀ ରକ୍ତଦାନ ଶିବିର: ୪୮ ଶିବିରରୁ ୧୯୭୬ ୟୁନିଟ୍ ରକ୍ତ ସଂଗୃହୀତ
ଭୁବେନଶ୍ବର,୨୩/୧ (ଇମିସ)- ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କରେ ମୋଟ ୪୮ଟି ରକ୍ତଦାନ ଶିବିର ଆୟୋଜନ କରାଯାଇ ୧୯୭୬ ୟୁନିଟ୍ ରକ୍ତ ସଂଗୃହୀତ ହାଇଛି। ଏହି ଅବସରରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସମସ୍ତ ରକ୍ତଦାତା, ରକ୍ତଦାନ ଶିବିର ଆୟୋଜକ ତଥା ରକ୍ତଦାତା ଓ ସମ୍ବାଦ-ଆମ ଓଡ଼ିଶାର ସମସ୍ତ ସଂଯୋଜକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |