|
Back
| ଶତାୟୁ ସାହିତ୍ୟିକ ନିତ୍ୟାନନ୍ଦ ମହାପାତ୍ରଙ୍କୁ ସମ୍ବର୍ଧନା |
|
|
|
|
ଶୁକ୍ରବାର ଦିନ ଭୁବନେଶ୍ବରର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟର୍ସ ପ୍ରେକ୍ଷାଳୟରେ ଶତାୟୁ ରାଜନୀତିଜ୍ଞ ତଥା ସାରସ୍ବତ ସାଧକ ନିତ୍ୟାନନ୍ଦ ମହାପାତ୍ରଙ୍କ ସମ୍ମାନରେ ‘ଆମ ଓଡ଼ିଶା’ ଓ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ସମ୍ବର୍ଧନା ଉତ୍ସବରେ କବି ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ନୀଳମଣି ସାହୁ ଏବଂ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ସ୍ମରଣିକା ‘ଶହେଟି ଶରତ’କୁ ଉନ୍ମୋଚନ କରୁଛନ୍ତି
|
|
|
|
|
|
|