୦୨ ନଭେମ୍ବର ୨୦୨୪ ସୁଦ୍ଧା ୯୭୨ ଟି ରକ୍ତଦାନ ଶିବିରରୁ ୪୪୯୧୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା। **ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ନଭେମ୍ବର ୮ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ କଳିଙ୍ଗ ପୁସ୍ତକ ମେଳାରେ ‘ଆମ ଓଡ଼ିଶା’ ର ୪୬ ଏବଂ ୪୭ ନଂ ଷ୍ଟଲରୁ ରିହାତି ମୂଲ୍ୟ‌ରେ ବହି ସଂଗ୍ରହ କରନ୍ତୁ।
‘ଆମ ଓଡ଼ିଶା’କୁ ଦାନ ଉପରେ ଟିକସ ରିହାତି
ଆୟକର ଆୟୁକ୍ତଙ୍କ ନିର୍ଦ୍ଦେଶ ଅନୁଯାୟୀ ‘ଆମ ଓଡ଼ିଶା’କୁ ଦିଆଯାଇଥିବା ସମସ୍ତ ଦାନ ଆୟକର ଆଇନ ଧାରା ଅଧୀନରେ ଟ୍ୟାକ୍ସ ରିହାତି ମିଳିପାରିବ (vide ITO(Tech)/80G-172/05-06/2012-13 dated 24.07.2012) ୤ ‘ଆମ ଓଡ଼ିଶା’ ମୁଖ୍ୟକାର୍ଯ୍ୟାଳୟ ବା ‘ସମ୍ବାଦ’ର ସଂସ୍କରଣ କାର୍ଯ୍ୟାଳୟଠାରେ ଅବସ୍ଥାପିତ ‘ଆମ ଓଡ଼ିଶା’ ସଂଯୋଯକମାନଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |