୨୮ ଅକ୍ଟୋବର ୨୦୧୭ ସୁଦ୍ଧା ମୋଟ ୧୦୫୨ ରକ୍ତଦାନ ଶିବିରରୁ ୫୦୮୭୮ ୟୁନିଟ୍ ରକ୍ତ ସଂଗୃହୀତ। ରକ୍ତଦାନ କ୍ଷେତ୍ରରେ ଆମ ଓଡ଼ିଶା ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବେ ରାଜ୍ୟ ସରକାରଙ୍କ ଠାରୁ ଲଗାତାର ୧୧ ଥର ପୁରସ୍କୃତ। ସମସ୍ତ ରକ୍ତଦାତାଙ୍କୁ ଅଭିନନ୍ଦନ।

Back

   
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ୩୮ଟି ଶିବିରରୁ ୧୪୬୦ ୟୁନିଟ୍ ରକ୍ତ ସଂଗୃହୀତ
ଭୁବନେଶ୍ବର, ୨୩/୧ (ଇମିସ) ନେତାଜୀ ସୁଭାଷ ଚନ୍ଦ୍ର ବାଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରେର ଆଜି ‘ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କରେ ରକ୍ତଦାନ ଶିବିରମାନ ଆୟୋଜନ କରାଯାଇଥିଲା। ମୋଟ ୩୮ ରକ୍ତଦାନ ଶିବିରରୁ ୧୪୬୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ‘ଆମ ଓଡ଼ିଶା’ ପକ୍ଷରୁ ଆୟାଜନ କରାଯାଇଥିବା ରକ୍ତଦାନ ଶିବିର ସ୍ଥାନ ବା ଅନୁଷ୍ଠାନମାନେ ହେଲେ ଗୁଜୁରାଟି ସମାଜ, କେନ୍ଦୁଝର (୩୫ ୟୁନିଟ୍), ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଘସିପୁରା, କେନ୍ଦୁଝର (୧୭), ବାଲେଶ୍ବର ରକ୍ତଭଣ୍ଡାର (୨୪), କାଳୀମନ୍ଦିର ପାର୍ଶ୍ବମୂର୍ତ୍ତି ଗୃହ, ଚାନ୍ଦବାଲି, ଭଦ୍ରକ(୬୦), ସାଇ ଯକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ, ତକତପୁର, ବାରିପଦା (୪୧), ରେଡକ୍ରସ୍ ରକ୍ତଭଣ୍ଡାର, କରଞ୍ଜିଆ, ରାଇରଂଗପୁର (୩୫), ନରେନ୍ଦ୍ରପୋଷି ମା’ କ୍ଲବ୍, କୁସୁମି, ରାଇରଂଗପୁର(୨୫), ଫିଟନେସ୍ କ୍ଲବ୍, ବ୍ରହ୍ମପୁର (୨୮), ସମ୍ବାଦ ଭବନ, ରସୁଲଗଡ଼, ଭୁବେନଶ୍ବର (୪୦), ରେଡ଼କ୍ରସ୍ ବ୍ଲଡ଼୍ ବ୍ୟାଙ୍କ୍, ଖୋର୍ଦ୍ଧ (୨୦), ବିଜୟନଗର ପାଠାଗାର, ଗଣିଆ, ନୟାଗଡ଼ (୨୮), ଗାୟତ୍ରୀ ପରିବାର, ପୁରୀ (୨୭), ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ୍, କଟକ (୩୧), ରୁଦ୍ର ନାରାୟଣ କଲଚରାଲ ଆସୋସିଏସନ୍, ଡେରାବିଶ, କେନ୍ଦ୍ରାପଡ଼ା (୫୩), ରେଡ଼କ୍ରସ୍ ରକ୍ତଭଣ୍ଡାର, ଯାଜପୁର ରୋଡ଼୍ (୧୧), ରେଡ଼କ୍ରସ୍ ରକ୍ତଭଣ୍ଡାର, ଯାଜପୁର ଟାଉନ୍ (୧୦), ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର, କୋରାପୁଟ (୨୫), ସେଞ୍ଚୁରିଆନ କଲେଜ୍, ରାୟଗଡ଼ା(୬୨), ନେତାଜୀ ଯୁବକ ସଂଘ, କାଲିମେଳା, ମାଲକାନଗିରି (୩୮), ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର, ନବରଂଗପୁର (୨୫), ସେଣ୍ଟ ଜାଭିୟର ହାଇସ୍କୁଲ, ଜୟପୁର(୧୮), ସରକାରୀ ଆଇ.ଟି.ଆଇ., ରାଉରକେଲା (୧୨୭), ଜୟଦୂର୍ଗା କ୍ଲବ୍, ରଂଗଢିପ, ସୁନ୍ଦରଗଡ଼ (୩୭), ଭୀମସାର ରକ୍ତଭଣ୍ଡାର, ବୁର୍ଲା (୬୪), ଆଦିତ୍ୟ ଆଲୁମନିୟମ, ରେଙ୍ଗାଳି (୩୨), ବୀର ସୁରେନ୍ଦ୍ର ସାଏ ମେମୋରିଆଲ ହଲ୍, ବାବୁଖିଣ୍ଡା, ରେଙ୍ଗାଳି (୧୮), ଆଦିକନ୍ଦ ମାର୍କେଟ୍ କମ୍ପ୍ଲେକ୍ସ, ରେଢ଼ାଖୋଲ (୨୩), ମନ୍ତ୍ରୀମୁଣ୍ଡା, କୁଚିଣ୍ଡା (୨୨), ଭି.ଏସ୍.ଏସ୍. କ୍ଲବ୍, ଅତାବିରା (୭୧), ଚନ୍ଦନଭାଟି କଲେଜ୍, ବଲାଙ୍ଗୀର (୫୨), କଲ୍ୟାଣ ମଣ୍ଡପ, କଣ୍ଟାବାଞ୍ଝି (୨୪), ପ୍ରଗତି ଯୁବକ ସଂଘ, ଓଡ଼ିଆପାଲି, ଖପ୍ରାଖୋଲ, ବଲାଙ୍ଗିର (୩୦), ହୋଟେଲ ଜଲାରାମ, ଟିଟିଲାଗଡ଼ (୩୨), ଟିଚର୍ସ ଆସୋସିଏସନ୍, ଭବାନୀପାଟଣା, କଳାହାଣ୍ଡି (୭୦), ରେଡ଼କ୍ରସ ରକ୍ତଭଣ୍ଡାର, ଧର୍ମଗଡ଼ (୪୧), ଆଇ.ଟି.ଆଇ., ସୋନପୁର (୪୧), ଅପଗ୍ରେଡେଡ ସ୍କୁଲ, ମାଗୁପାଣି, ନୂଆପଡ଼ା (୩୦), ନେତାଜୀ ଯୁବକ ସଂଘ, ସେଣ୍ଢା, ରିଆମାଳ, ଦେବଗଡ଼(୪୨) ଓ ଜୁନିୟର କଲେଜ୍, ଘଣ୍ଟପଡ଼ା, କଣ୍ଟାମାଲ(୩୨)। ଏହି ଅବସରରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସମସ୍ତ ରକ୍ତଦାତା, ରକ୍ତଦାନ ଶିବିର ଆୟୋଜକ ତଥା ସମ୍ବାଦ-ଆମ ଓଡ଼ିଶାର ସମସ୍ତ ସଂଯୋଜକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |